ଜଗନ୍ନାଥ ସଂସ୍କୃତିର ତଥ୍ୟ ଆଧାରରେ ଜାଗୁଳେଇ ପାଟଣାର ଅନନ୍ତ ପୁରୁଷୋତ୍ତମ କ୍ଷେତ୍ରକୁ ନେଇ ଲର୍ନ ଓଡିଶା ଟିମ ଦ୍ଵାରା ଏକ ପ୍ରାମାଣିକ ଚିତ୍ର ପ୍ରସ୍ତୁତ

ତା ୨୨/୦୪/୨୦୧୯ - ଅନନ୍ତ ପୁରୁଷୋତ୍ତମ କ୍ଷେତ୍ର ଭାବେ ପରିଚିତ ଖୋରଧା ସହର ନିକଟବର୍ତ୍ତୀ ଜାଗୁଳେଇପାଟଣା ଗ୍ରାମରେ ଅବସ୍ଥିତ ପୂର୍ଣ୍ଣବିଗ୍ରହ ଶ୍ରୀଜଗନ୍ନାଥଙ୍କ ଉପରେ ଲର୍ନ ଓଡିଶା ଟିମ ଦ୍ଵାରା ଏକ ପ୍ରାମାଣିକ ଚିତ୍ର ପ୍ରସ୍ତୁତ କରାଯାଇଅଛି । ଜଗନ୍ନାଥ ସଂସ୍କୃତିର କିଛି ଦୁର୍ଲ୍ଲଭ ତଥ୍ୟ ସମ୍ବଳିତ ୧୫ ମିନିଟର ଜଗନ୍ନାଥ ସଂସ୍କୃତି ଭିତ୍ତିକ ଏହି ପ୍ରାମାଣିକ ଚିତ୍ରଟି ଲର୍ନ ଓଡିଶା ଇଉଟିଉବ ଚ୍ୟାନେଲ ମାଧ୍ୟମରେ ତା ୨୨/୦୪/୨୦୧୯ ରିଖରେ ମୁକ୍ତିଲାଭ କରିଛି ।

Post a Comment

Post a Comment (0)

Previous Post Next Post