Breaking News
Loading...

ସାହିତ୍ୟ ଓ ସଂସ୍କୃତି ଭିତ୍ତିକ ଖବର ଆମେ ପହଞ୍ଚାଇବୁ ଆପଣଙ୍କ ପାଖରେ । ବଣମଲ୍ଲୀ ସମ୍ବାଦ ପୋର୍ଟାଲରେ ପଢନ୍ତୁ ପ୍ରତିଦିନର ସାହିତ୍ୟ ସଂସ୍କୃତି ଖବର ।

Monday, April 22, 2019

ତା ୨୨/୦୪/୨୦୧୯ - ଅନନ୍ତ ପୁରୁଷୋତ୍ତମ କ୍ଷେତ୍ର ଭାବେ ପରିଚିତ ଖୋରଧା ସହର ନିକଟବର୍ତ୍ତୀ ଜାଗୁଳେଇପାଟଣା ଗ୍ରାମରେ ଅବସ୍ଥିତ ପୂର୍ଣ୍ଣବିଗ୍ରହ ଶ୍ରୀଜଗନ୍ନାଥଙ୍କ ଉପରେ ଲର୍ନ ଓଡିଶା ଟିମ ଦ୍ଵାରା ଏକ ପ୍ରାମାଣିକ ଚିତ୍ର ପ୍ରସ୍ତୁତ କରାଯାଇଅଛି । ଜଗନ୍ନାଥ ସଂସ୍କୃତିର କିଛି ଦୁର୍ଲ୍ଲଭ ତଥ୍ୟ ସମ୍ବଳିତ ୧୫ ମିନିଟର ଜଗନ୍ନାଥ ସଂସ୍କୃତି ଭିତ୍ତିକ ଏହି ପ୍ରାମାଣିକ ଚିତ୍ରଟି ଲର୍ନ ଓଡିଶା ଇଉଟିଉବ ଚ୍ୟାନେଲ ମାଧ୍ୟମରେ ତା ୨୨/୦୪/୨୦୧୯ ରିଖରେ ମୁକ୍ତିଲାଭ କରିଛି ।

0 comments:

Post a Comment