ପ୍ରକୃତି ଓ ମାନବ ବିକାଶ ସଂଗଠନ ନବଜୀବନ ସମାଜର ପ୍ରତିଭା ମିଳନ ସମାରୋହ ଅନୁଷ୍ଠିତ


ପ୍ରକୃତି ଓ ମାନବ ବିକାଶ ସଂଗଠନ ନବଜୀବନ ସମାଜ, କେନ୍ଦୁଝର ଶାଖା ଦ୍ୱାରା ଝୁମ୍ପୁରା ବ୍ଲକର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରତିଭା ମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ, ଆୟୁର୍ବେଦ ସେବକ, ଚିତ୍ରକାର, ଗୀତିକାର, ଧର୍ମ ପ୍ରଚାରକ, ଖେଳ ପ୍ରତିଭା, ସଂଗଠକ, ସାମଜସେବୀ, ସଙ୍ଗୀତଜ୍ଞ, ବାଦ୍ୟକାର, ଚାଷୀମାନେ ଯୋଗ ଦେଇ ନିଜ ସଫଳତାର କାହାଣୀ କହିଥିଲେ | ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ "ମଉଡମଣୀ ସମ୍ମାନ" ଓ ପଦ୍ମଶ୍ରୀ ଦୈତାରୀ ନାୟକଙ୍କୁ "କେନ୍ଦୁଝର ଗୌରବ ସମ୍ମାନ" ପ୍ରଦାନ ସହ ୩୫ ଜଣ କୃତି ପ୍ରତିଭାଙ୍କୁ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା |
 


Post a Comment

Post a Comment (0)

Previous Post Next Post