ବଣମଲ୍ଲୀର ମହକ ଓ କବିର ଘର ସାହିତ୍ୟ ପ୍ରତିଷ୍ଠାନର ମିଳିତ ଆନୁକୁଲ୍ୟରେ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଆୟୋଜନ

ତା ୧୧/୦୪/୨୦୧୯ - ବଣମଲ୍ଲୀର ମହକ ଓ କବିର ଘର ସାହିତ୍ୟ ପ୍ରତିଷ୍ଠାନର ମିଳିତ ଆନୁକୁଲ୍ୟରେ ତା ୧୦/୦୪/୨୦୧୯ ରିଖରୁ ଓଡିଆ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଆହ୍ଵାନ କରାଯାଇଛି । ଯେକୌଣସି ଲେଖକ ଲେଖିକା ଉଭୟ ହ୍ଵାଟସଆପ ସଂଘ କିମ୍ବା ବଣମଲ୍ଲୀର ମହକ ସାହିତ୍ୟ ପୋର୍ଟାଲରେ ଉପଲବ୍ଧ ଥିବା ପ୍ରତିଯୋଗିତା ଲିଙ୍କ ରେ କ୍ଲିକ କରି ଅଂଶଗ୍ରହଣ କରିପାରିବେ । ଏହି ଇ-ପ୍ରତିଯୋଗିତା ନିମନ୍ତେ ତା ୩୦/୦୪/୨୦୧୯ ରିଖ ରାତି ଘ. ୧୧:୫୯ ମି. ପର୍ଯ୍ୟନ୍ତ କବିତା ଓ ଗଳ୍ପ ଗ୍ରହଣ କରାଯାଇ ତା ୧୦/୦୫/୨୦୧୯ ରିଖରେ ଫଳାଫଳ ଘୋଷଣା କରାଯିବ ।
 



Post a Comment

Post a Comment (0)

Previous Post Next Post